ଭାବ ବିଳାସୀ Bhāba biḻāsī

  • ସଂ. ବିଣ. ପୁଂ (ଆଧୁନିକ ପ୍ରୟୋଗ) — ଯେ ଚିନ୍ତାରେ ଓ ଲେଖାରେ କୌଣସି କାଳ୍ପନିକ ଆଦର୍ଶର ଅନୁସରଣ କରେ — Idealistic