ଭାବ ନାବ୍ Bhāba nāb

  • ଦେ. ବି. (ଅନର୍ଥକ ସହଚର) — ସୌହାର୍ଦ୍ଦ୍ୟ — Intimacy
  • ଦେ. ବି. (ଅନର୍ଥକ ସହଚର) — କୌଣସି ବ୍ଯକ୍ତିସଙ୍ଗେ ମିଳା ମିଶା — The state of mixing freely with a person
  • ଦେ. ବି. (ଅନର୍ଥକ ସହଚର) — ପ୍ରଣୟ; ଗାଢ଼ ବନ୍ଧୁତା — Close friendship or love