ଭାବ ଗମ୍ଭୀର Bhāba gambhīra
- ସଂ. ବିଣ. ପୁଂ ( 3 ୟା ତତ୍, ଭାବ+ଗମ୍ଭୀର) — ପ୍ରଗାଢ଼ ଚିନ୍ତାଦ୍ୱାରା ପ୍ରଣୋଦିତ — Inspired by deep thought
- ସଂ. ବିଣ. ପୁଂ ( 3 ୟା ତତ୍, ଭାବ+ଗମ୍ଭୀର) — ଗମ୍ଭୀର ଭାବପୂର୍ଣ୍ଣ — Full of deep thought
- ସଂ. ବିଣ. ପୁଂ ( 3 ୟା ତତ୍, ଭାବ+ଗମ୍ଭୀର) — ଭାବର ପ୍ରାବଲ୍ୟ ଯୋଗୁଁ ଗମ୍ଭୀର — Looking grave or serious on account of excess of sentiments