ଭାନ୍ତି Bhānti

  • ଦେ. ବି. (ସଂ. ଭାତି) — କାନ୍ତି; ଦୀପ୍ତି — Splendour; radiance
  • ଦେ. ବି. (ସଂ. ଭାତି) — (ଉ—ସଜଳ ଜଳଦ ବାନ୍ତି; ନୀଳମଣି ଜିଣି ଭାନ୍ତି—ପ୍ରାଚୀ. ରହସ୍ୟମଞ୍ଜରୀ)
  • ଦେ. ବି. (ସଂ. ଭାତି) — ପ୍ରକାର; ଢଙ୍ଗ; ଢପ — Type; pattern; mode; manner