ଭାନୁ ଉଦିତ Bhānu udita

  • ଦେ. ବି. (ସଂ. ଭାନୁପୁତ୍ର, ଭାନୁ+ଉଦୟ) — ସୁଗ୍ରୀବ — Sugrība
  • ଦେ. ବି. (ସଂ. ଭାନୁପୁତ୍ର, ଭାନୁ+ଉଦୟ) — ସୂର୍ୟ୍ୟୋଦୟ — Sunrise
  • ଦେ. ବି. (ସଂ. ଭାନୁପୁତ୍ର, ଭାନୁ+ଉଦୟ) — (ଉ—ବ୍ରହ୍ମ ହେଲୁ ତୁ ଭାଗ୍ୟ ଭାନୁ ଉଦିତେ, ବିଧାନ ହେବ ପ୍ରେମସୃଷ୍ଟି ତେମନ୍ତେ—ଭଞ୍ଜ. ବୈଦେହୀଶବିଳାସ।)