ଭାନୁମାନ୍ Bhānumān

  • ସଂ. ବିଣ. ପୁଂ (ଭାନୁ=କିରଣ+ଅସ୍ତି ଅର୍ଥରେ ମତ୍; 1 ମା. 1 ବ) — ଦୀପ୍ତିମାନ୍; ଦୀପ୍ତିଶାଳୀ — Refulgent; radiant
  • ସଂ. ବି — ସୂର୍ଯ୍ୟ — The sun
  • ସଂ. ବି — କଳିଙ୍ଗ ରାଜାଙ୍କର ପୁତ୍ର — The son of the king of Kaḻiṅga
  • ସଂ. ବି — [ଦ୍ର—ଏ ମହାଭାରତ ଯୁଦ୍ଧରେ ଭୀମଙ୍କ ବିରୋଧରେ ଭୀଷଣ ଯୁଦ୍ଧ କରିଥିଲେ— କୃପାସିନ୍ଧୁ. ଇତିହାସ।]