ଭାତି ତାଇବା Bhāti tāibā

  • ଦେ. କ୍ରି — ଭାତିରେ ପବନ ପୂରାଇ ଭାତିକୁ ଚିପିବା ଦ୍ୱାରା ତହିଁର ମୁହଁର ଛିଦ୍ରବାଟେ ପବନକୁ ନିଆଁ ଦେହକୁ ଛାଡ଼ିବା — To blow the bellows