ଭାତ ଲୁଗା Bhāta lugā

  • ଦେ. ବି (ସହଚର) ଅନ୍ନ ଓ ବସ୍ତ୍ର; ଖୋରାକ ପୋଷାକ — Food and clothing
  • ଦେ. ବି (ସହଚର) (ଉ—କେବଳ ଭାତ ଲୁଗା ଆମ୍ଭଙ୍କୁ ସେ ଦେଉ— କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।)