ଭାତ ରନ୍ଧା Bhāta randhā

  • ଦେ. ବି. ସଂ (ଭକ୍ତ+ରନ୍ଧନ) — ଚାଉଳକୁ ସିଦ୍ଧ କରି ଅନ୍ନ ପ୍ରସ୍ତୁତ କରିବା — The act of boiling rice for food
  • ଦେ. ବି. ସଂ (ଭକ୍ତ+ରନ୍ଧନ) — [ଦ୍ର—ଚାଉଳ ରନ୍ଧା ହୋଇ ଭାତ ହୁଏ; ଭାତ ରନ୍ଧା ଯାଏ ନାହିଁ।]