ଭାତ ପରଷା Bhāta parasha

  • ଦେ. ବି (ସଂ. ଭକ୍ତ+ପରିବେଷଣ) — ଖାଇବା ଲୋକଙ୍କ ପତ୍ରରେ ବା ଖାଦ୍ୟପାତ୍ରରେ ଅନ୍ନର ପରିବେଷଣ — The serving up of boiled rice on the plate of a dinner