ଭାଣ୍ଡୀର Bhāṇḍīra

  • ସଂ. ବି (ଭାଣ୍ଡ=ପାତ୍ର+ଈର୍ ଧାତୁ=ଗମନ କରିବା+ ଅ) — ବଟବୃକ୍ଷ; ବରଗଛ — The banyan tree
  • ସଂ. ବି (ଭାଣ୍ଡ=ପାତ୍ର+ଈର୍ ଧାତୁ=ଗମନ କରିବା+ ଅ) — ବ୍ରଜମଲ୍ଲୀ (ଦେଖ) — Brajamallī (See)