ଭାଣ୍ଡୁଆ Bhāṇḍuā

  • ଦେ. ବିଣ. ପୁଂ (ସଂ. ଭଣ୍ଡ) — ଶଠ; ଭଣ୍ଡ — Swindling; deceptive
  • ଦେ. ବିଣ. ପୁଂ (ସଂ. ଭଣ୍ଡ) — ନିର୍ଲ୍ଲଜ୍ଜ — Shameless
  • ଦେ. ବିଣ. ପୁଂ (ସଂ. ଭଣ୍ଡ) — ଭାଡ଼ୁଆ — Bawdy
  • ଦେ. ବିଣ. ପୁଂ (ସଂ. ଭଣ୍ଡ) — ଥଟ୍ଟିଲ୍ — Jestive
  • ଦେ. ବିଣ. ପୁଂ (ସଂ. ଭଣ୍ଡ) — ବହୁ ଲୋକଙ୍କ ମଧ୍ୟରେ ଯେ ଅନ୍ୟକୁ ଲଜ୍ଜିତ ବା ହାସ୍ୟାସ୍ପଦ କରେ — Humiliating or putting a person to shame
  • ଦେ. ବିଣ. ପୁଂ (ସଂ. ଭଣ୍ଡ) — ଅଶ୍ଲୀଳଭାଷୀ ବ୍ଯକ୍ତି — Speaker of indecencies