ଭାଣ୍ଡରା କରିଦେବା Bhāṇḍarā karidebā

  • ପ୍ରାଦେ. (ଯାଜପୁର) କ୍ରି — ଅପମାନ ଦେବା — To insult
  • ପ୍ରାଦେ. (ଯାଜପୁର) କ୍ରି — (ଯଥା—ସେ ଭଲଲୋକରେ ମୋତେ ଭାଣ୍ଡରା କରି ଦେବ)
  • ପ୍ରାଦେ. (ଯାଜପୁର) କ୍ରି — ଖରାପ କରିଦେବା; ଭଣ୍ଡୋର କରିବା; ନଷ୍ଟ କରିବା — To spoil; to disorganise; to nullify