ଭାଟ ଭିକାରୀ Bhāṭa bhikāri

  • ଦେ. ବି. (ସହଚର) (ସଂ. ଭଟ୍ଟ+ଭିକ୍ଷାକାରୀ) — ଭାଟ ଓ ଭିକ୍ଷୁକ — Bards and beggars
  • ଦେ. ବି. (ସହଚର) (ସଂ. ଭଟ୍ଟ+ଭିକ୍ଷାକାରୀ) — [ଦ୍ର—ପୂର୍ବେ ଭାଟମାନେ ରାଜାମାନଙ୍କ ନିକଟରେ ପ୍ରତ୍ୟହ ସ୍ତୁତି ପାଠ କରି ଚଳୁଥିଲେ। ଏହି ପ୍ରାଚୀନ ପ୍ରଥା ଲୁପ୍ତପ୍ରାୟ ହେବାରୁ ଏବେ ଭାଟମାନେ ଦ୍ୱାରେ ଦ୍ୱାରେ କବିତା ବୋଲି ଭିକ୍ଷା କରି ପେଟ ପୋଷନ୍ତି।]