ଭାଞ୍ଜିବା Bhān̄jibā
- ଦେ. କ୍ରି. (ସଂ. ଭନଜ ଧାତୁ)—(ସକର୍ମକ) — ଭାଙ୍ଗିବା — To break into pieces
- ଦେ. କ୍ରି. (ସଂ. ଭନଜ ଧାତୁ)—(ସକର୍ମକ) — (ଉ—ବୃକ୍ଷ ସ୍ଥାପିବା ସିନା କର୍ମ, ଭାଞ୍ଜିବା ଅତିହିଁ ଅଧର୍ମ। ଭୂପତି. ପ୍ରେମପଞ୍ଚାମୃତ।)
- ଦେ. କ୍ରି. (ସଂ. ଭନଜ ଧାତୁ)—(ସକର୍ମକ) — ଲୁଗା ଆଦି ପ୍ରସ୍ତ ପ୍ରସ୍ତ କରି ଭାଙ୍ଗିବା — To fold (cloth etc)
- ଦେ. କ୍ରି. (ସଂ. ଭନଜ ଧାତୁ)—(ସକର୍ମକ) — 3 (ଅକର୍ମକ) ପଳାଇବା — 3(ଅକର୍ମକ) ପଳାଇବା—3. To flee away
- ଦେ. କ୍ରି. (ସଂ. ଭନଜ ଧାତୁ)—(ସକର୍ମକ) — (ଉ—ଶୁକ୍ରର ତେଜ ଯଜ୍ଞ ବଳେ, ଭୟେ ଭାଞ୍ଜିଲେ ଦିଗ— ପାଳେ। ଜଗନ୍ନାଥ. ଭାଗବତ।)