ଭାଙ୍ଗ୍ଚି Bhāṅg-chi

  • ଦେ. ବି (ସଂ. ଭଞ୍ଜ୍ ଧାତୁ) — କୌଣସି ସଙ୍କଳ୍ପିତ କାର୍ଯ୍ୟକୁ ଭାଙ୍ଗିବାପାଇଁ ପ୍ରଦତ୍ତ ମନ୍ତ୍ରଣା; କୁମନ୍ତ୍ରଣା — Machinations advice given to a person to spoil a proposal