ଭାଙ୍ଗୁଣିଆ Bhāṅguṇiā

  • ଦେ. ବିଣ. — ଯେ ଭାଙ୍ଗେ — Breaking; one who breaks
  • ଦେ. ବିଣ. — ଯେ ନିଜର ପରିବାରର ଶାନ୍ତି ନଷ୍ଟ କରେ — Causing disturbance in one's own family
  • ଦେ. ବିଣ. — ଯେ ପରର ଘର ଭାଙ୍ଗେ — Creating dissensions in another's family