ଭାଙ୍ଗସରା Bhāṅga sarā
- ଦେ. ବି — ଗଞ୍ଜପା ଖେଳର ଅବସ୍ଥା ବିଶେଷ; ଖେଳାଳିର ହାତରେ କୌଣସି ରଙ୍ଗର ରଜା, ଦହ ବା ଏକା ସହିତ 10 ଖଣ୍ଡ ସାରରୁ ଅନ୍ୟୂନ ଥିବା ଅବସ୍ଥା; ନନ୍ଦେ] — ଗଞ୍ଜପା ଖେଳର ଅବସ୍ଥା ବିଶେଷ; ଖେଳାଳିର ହାତରେ କୌଣସି ରଙ୍ଗର ରଜା, ଦହ ବା ଏକା ସହିତ10ଖଣ୍ଡ ସାରରୁ ଅନ୍ୟୂନ ଥିବା ଅବସ୍ଥା; ନନ୍ଦେ]—A particular state of affairs in the card game of Gan̄japā when a player has less than 10 cards including the king card and the cards having 10 points or one point in his hands