ଭାଙ୍ଗ ଉଚର Bhāṅga uchara
- ଦେ. ବି — ଗଞ୍ଜପା ବା ହସ୍ତଖେଳର ଅବସ୍ଥାବିଶେଷ; ଖେଳାଳି ହାତରେ କୌଣସି ରଙ୍ଗର ରଜା, ନଅ ବା ଦୋକା ଥିଲେ ଓ ତାହାର ହାତରେ 14 ଖଣ୍ଡ ସାରରୁ କମ୍ ସାର ଥିଲେ ତାହାକୁ ହାକିମ କରିବା ନିମନ୍ତେ ଖେଳିବାର ଅବସ୍ଥାବିଶେଷ (ନନ୍ଦେ) — ଗଞ୍ଜପା ବା ହସ୍ତଖେଳର ଅବସ୍ଥାବିଶେଷ; ଖେଳାଳି ହାତରେ କୌଣସି ରଙ୍ଗର ରଜା, ନଅ ବା ଦୋକା ଥିଲେ ଓ ତାହାର ହାତରେ14ଖଣ୍ଡ ସାରରୁ କମ୍ ସାର ଥିଲେ ତାହାକୁ ହାକିମ କରିବା ନିମନ୍ତେ ଖେଳିବାର ଅବସ୍ଥାବିଶେଷ (ନନ୍ଦେ)— A particular stage in the game of country cards in which a player has got the king card and the cards with 9 and 2 points and has got less than 14 cards in his hands