ଭାଗ୍ୟଲିପି Bhāgyalipi

  • ସଂ. ବି — ଅଦୃଷ୍ଟ ଲିଖନ; କପାଳ ଲେଖନ; ଯାହା ମନୁଷ୍ୟର କର୍ମରେ ଲେଖାଥାଏ — That which has been preordained by Fate
  • ସଂ. ବି — [ଦ୍ର— ହିନ୍ଦୁଙ୍କ ବିଶ୍ୱାସ ଯେ ମନୁଷ୍ୟର ଜନ୍ମ ହେବାର ଅବ୍ଯବହିତ ପୂର୍ବରୁ ବା ପରେ ବିଧାତା ପୁରୁଷ ତାର କପାଳ ଉପରେ ପୂର୍ବଜନ୍ମକୃତ କର୍ମର ଫଳସ୍ୱରୂପ ଭବିଷ୍ୟତ ଜୀବନର ଅବଶ୍ୟମ୍ଭାବୀ ଘଟନାବଳି କଲମ ଧରି ଲେଖିଦିଅନ୍ତି ଏବଂ ତଦନୁସାରେ ସେ ଜୀବନରେ ସୁଖ ଦୁଃଖ ଭୋଗ କରେ।]