ଭାଗ୍ୟମନ୍ତ Bhāgyamanta

  • ଦେ. ବିଣ. ପୁଂ (ସଂ. ଭାଗ୍ୟବତ୍) — ଭାଗ୍ୟବାନ୍; କପାଳିଆ — Fortunate
  • ଦେ. ବିଣ. ପୁଂ (ସଂ. ଭାଗ୍ୟବତ୍) — [ଉ—ମତଙ୍ଗ ଋଷିଙ୍କ କେଦାର ନାମେ ସ୍ଥାନ, ଭାଗ୍ୟବନ୍ତ ଲୋକର ହୁଏ ସେ ଦର୍ଶନ। କୃଷ୍ଣସିଂହ. ମହାଭାରତ. ବନ।]