ଭାଗ୍ୟବାନ୍ Bhāgyabān

  • ସଂ. ବିଣ. ପୁଂ (ଭାଗ୍ୟ+'ଅଛି' ଅର୍ଥରେ ବତ୍; 1 ମା. 1 ବ) — ସୌଭାଗ୍ୟଶାଳୀ; ଅଦୃଷ୍ଟବାନ୍; କପାଳିଆ — Lucky; fortunate