ଭାଗ୍ୟବାଦୀ Bhāgyabādī

  • ସଂ. ବିଣ. ଓ ବି. ପୁଂ (ଭାଗ୍ୟ+ବାଦିନ୍ 1 ମା. 1 ବ) — ଅଦୃଷ୍ଟବାଦୀ; ଯେଉଁ ବ୍ଯକ୍ତି କହେ ଯେ ମନୁଷ୍ୟର ସୁଖ ଦୁଃଖ ତାହାର ଉଦ୍ୟମ ଉପରେ ନିର୍ଭର କରେ ନାହିଁ, ମାତ୍ର ତାହାର ଅଦୃଷ୍ଟ ଉପରେ ନିର୍ଭର କରେ — Fatalist; fatalistic