ଭାଗ୍ୟକ୍ରମେ Bhāgya krame

  • ଦେ. ଅ. ଦୈବଯୋଗେ; ଅଦୃଷ୍ଟ ଅନୁସାରେ — As luck would have it; luckily; fortunately
  • ଦେ. ଅ. ଭାଗ୍ୟବଶତଃ—ସଂସ୍କୃତରୂପ
  • ଦେ. ଅ. ସୁଯୋଗ କ୍ରମେ — Fortunately