ଭାଗ୍ୟ ଗଣନା Bhāgya gaṇanā

  • ସଂ. ବି ( 6 ଷ୍ଠୀ ତତ୍; ଭାଗ୍ୟ+ଗଣନା) — ଅଦୃଷ୍ଟର ଫଳାଫଳ ଜ୍ୟୋତିଷିକ ଗଣନା ଆଦିଦ୍ୱାରା ଆଗରୁ ବୁଝିବା — Telling of one's fortune by astrological calculations etc