ଭାଗୁଳି Bhāguḻi
- ଦେ. ବି — ତ୍ରସ୍ତ ହୋଇ ଧାଇଁ ପଳାଇବା; ଛତ୍ରଭଙ୍ଗ — Fleeing away in fright; rout
- ଦେ. ବି — (ଉ—ସେକାଳେ ଦୁଇ ସେନା ଲୋକରେ ଭାଗୁଡ଼ି। ପଡ଼ିଲା ପଡ଼ିବାରେ ରଥିଙ୍କ ଶରଧାଡ଼ି—କୃଷ୍ଣସିଂହ. ମହାଭାରତ. ଭୀଷ୍ମ।)
- ଦେ. ବି — ମାପ କରାଯାଇ ଖଣିରେ ବା ଓଳିଆରେ ରଖାଯାଇ ଥିବା ଶସ୍ୟାଦିକୁ କେତେ ସମୟ ଅନ୍ତେ ଖଣିରୁ ବା ଓଳିଆରୁ କାଢ଼ି ପୁଣି ମାପ କରିବା ସମୟରେ ମାପରେ ଯାହା କମତି ବା ତୁଟ ଦେଖାଯାଏ — Shrotage found on remeasurement of grains stored in pits or in straw-packets