ଭାଗେ Bhāge
- ଦେ. ଅ — (ଅମୁକର) ଆୟତ୍ତରେ — Under one's clutches
- ଦେ. ଅ — (ଅମୁକର) ସମ୍ମୁଖରେ; ହାବୁଡ଼େ — In front of
- ଦେ. ଅ — (ଉ—ପଡ଼ିଥିଲି ଥରେ ତା ଭାଗେ ଲୋ—କବିସୂର୍ଯ୍ୟ. ସଙ୍ଗୀତ।)
- ଦେ. ଅ — କ୍ରି. (ହି. 'ଭାଗ୍ନା 'କ୍ରିୟାର ଅତୀତକାଳ ଆଦରାର୍ଥକ 1 ମ ପୁରୁଷ 1 ବଚନ ରୂପ; ଅବ୍ଯୟରୂପେ ବ୍ଯବହୃତ; ହିନ୍ଦୀରୁ ଅନୁକୃତ) (ସେ) ପଳାଇଲା — କ୍ରି. (ହି. 'ଭାଗ୍ନା 'କ୍ରିୟାର ଅତୀତକାଳ ଆଦରାର୍ଥକ1ମ ପୁରୁଷ1ବଚନ ରୂପ; ଅବ୍ଯୟରୂପେ ବ୍ଯବହୃତ; ହିନ୍ଦୀରୁ ଅନୁକୃତ) (ସେ) ପଳାଇଲା—(he) Fled away
- ଦେ. ଅ — [ଯଥା, ସେ ମୋତେ ଦେଖି ସେଠାରୁ ଭାଗେ]
- ପ୍ରାଦେ. (ସମ୍ବଲପୁର) ବି — କୌଣସି ଦଳର ବା ପଞ୍ଝାର ଏକକ ଅଂଶ — One part of a group