ଭାଗବତୀ Bhāgabatī
- ସଂ. ବିଣ. ସ୍ତ୍ରୀ. (ଭଗବତ୍+ଅ+ସ୍ତ୍ରୀ ଈ) — ଭଗବାନଙ୍କ ସମ୍ବନ୍ଧିୟା — Pertaining to God; akin to beatitude
- ସଂ. ବିଣ. ସ୍ତ୍ରୀ. (ଭଗବତ୍+ଅ+ସ୍ତ୍ରୀ ଈ) — (ଉ—ଅନ୍ତେ ଲଭଇ ଯେଉଁ ଗତି, ତାହାକୁ ବୋଲି ଭାଗବତୀ—ଜଗନ୍ନାଥ. ଭାଗବତ।)
- ସଂ. ବିଣ. ସ୍ତ୍ରୀ. (ଭଗବତ୍+ଅ+ସ୍ତ୍ରୀ ଈ) — [ଦ୍ର—ଏଠାରେ 'ଭାଗବତୀ' ପଦ 'ଗତି' ଏହି ସ୍ତ୍ରୀଲିଙ୍ଗ ପଦର ବିଶେଷଣ ରୂପେ ବ୍ଯବହୃତ।]