ଭାଗବତ ବଢ଼ା Bhāgabata baṟḍ̠ẖā

  • ଦେ. ବି — ସପ୍ତାହବ୍ୟାପୀ ଅହୋରାତ୍ର ଭାଗବତ ପାଠ ସମାପ୍ତ ହେବା ସଙ୍ଗେ ସଙ୍ଗେ ନୈବେଦ୍ୟ ଦିଆଯାଇ ତାହା ବଣ୍ଟା ଯିବା ଉତ୍ସାବବିଶେଷ — The ceremony of distributting offerings offered to the Bhāgabata books on the occasion of their reading being finished after a week's continuous reading