ଭାଗବତ ମେଳନ Bhāgabata meḻana

  • ଦେ. ବି. (ସଂ. ଭାଗବତ+ମିଳନ) — ଭିନ୍ନ ଭିନ୍ନ ସ୍ଥାନରେ ପୂଜା ପାଉଥିବା ଭାଗବତ ଗାଦିମାନ ବିମାନମାନଙ୍କରେ ନିଆଯାଇ ଏକ ସ୍ଥାନରେ ସମ୍ମିଳିତ ହେବା ଓ ତଦୁପଲକ୍ଷେ କରାଯିବା ବାର୍ଷିକ ଯାତ୍ରା ଓ କୀର୍ତ୍ତନ ଆଦି — The annual festival of carrying the heaps of Bhāgabata manuscripts from different places to a rendezvous and having saṅkīrttana and dancing done there