ଭାଗ ହାର Bhāga hāra

  • ସଂ. ବି. (ଭାଗ+ହୃ ଧାତୁ+ଭାବ. ଅ) — ଯେଉଁ ଉପାୟରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଶିକୁ କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟକ ସମାନ ଅଂଶରେ ବିଭକ୍ତ କରାଯାଏ — The arithmetical process of dividing a number into equal shares
  • ସଂ. ବି. (ଭାଗ+ହୃ ଧାତୁ+ଭାବ. ଅ) — ବିଭାଗ ଗ୍ରହଣ; ଅଂଶ ଗ୍ରହଣ — The taking of a share