ଭାଗ ଲଗାଇବା Bhāga lagāibā

  • ଦେ. କ୍ରି — କୌଣସି ସମ୍ପତ୍ତିର ଭାଗ ବାଣ୍ଟିବା — To partition a thing into lots
  • ଦେ. କ୍ରି — ଆପଣା ଜମିକୁ ଭାଗ ପ୍ରଥା ଅନୁସାରେ ଚାଷ କରିବା ପାଇଁ ପ୍ରଜାକୁ ଦେବା — To let out one's land or produce-rent