ଭାଗଦାର୍ Bhāgadār

  • ଦେ. ବି — କୌଣସି ସମ୍ପତ୍ତିରେ ଯେଉଁ ବ୍ଯକ୍ତିର ଅଂଶ ଥାଏ; ଅଂଶୀଦାର; ସରିକିଦାର — Cosharer
  • ଦେ. ବି — ଯେଉଁ ପ୍ରଜା ଭାଗ ଖଜଣା ଦେବାର ଚୁକ୍ତି କରି ଅନ୍ୟର ଜମି ଚାଷ କରେ — A royat who cultivates another's land on stipulation of paying produce rent