ଭାଇନ୍ନା Bhāinnā
- ଦେ. ବି. ପୁଂ (ବ୍ରାହ୍ମଣଙ୍କ ଘରେ ପ୍ରଚଳିତ) — ବଡ଼ଭାଇ — Elder brother (in a Brāhmaṇa-family
- ଦେ. ବି. ପୁଂ (ବ୍ରାହ୍ମଣଙ୍କ ଘରେ ପ୍ରଚଳିତ) — [ଦ୍ର— କଟକ ଜିଲ୍ଲାର ମହାନଦୀର ଉତ୍ତର ତରଫର ବ୍ରାହ୍ମଣମାନେ ବଡ଼ଭାଇଙ୍କୁ ନନା ବୋଲି ସମ୍ବୋଧନ କରନ୍ତି ଓ ପିତାଙ୍କୁ 'ନନା' ନ କହି ବାପା ବୋଲି କହନ୍ତି; ପୁରୀ ଜିଲ୍ଲାରେ ଓ କଟକଜିଲ୍ଲାର ମହାନଦୀର ଦକ୍ଷିଣକୂଳବାସୀ ବ୍ରାହ୍ମଣମାନେ ବଡ଼ଭାଇଙ୍କୁ ଭାଇନା ଓ ପିତାଙ୍କୁ ନନା ବୋଲି ଡାକନ୍ତି।]