ଭାଇ ଜିଉଁତିଆ Bhāi jiuñtiā

  • ପ୍ରାଦେ. (ସମ୍ବଲପୁର) ବି (ତୁଳ. ହି. ଭାଇ ଜୁତୀୟା) — ଆଶ୍ୱିନ ମାସର ମହାଷ୍ଟମୀ ଦିନ ଭାଇ ଥିବା ସ୍ତ୍ରୀ ଓ ବାଳିକାମାନେ ଯେଉଁ ଓଷା ପାଳନ କରନ୍ତି — A festival observed on the bright fortnight of Aṡwina in Sambalpur by women and girls having brothers
  • ପ୍ରାଦେ. (ସମ୍ବଲପୁର) ବି (ତୁଳ. ହି. ଭାଇ ଜୁତୀୟା) — [ଦ୍ର— ଏ ଦିନ ବିବାହିତା ଭଉଣୀମାନେ ଶଶୁର ଘରୁ ଭାଇଙ୍କ ଘରକୁ ଆସନ୍ତି ଏବଂ ଭାଇଙ୍କୁ ଫୁଲ ଚନ୍ଦନରେ ବେଶ କରି ପିଠା ଆଦି ଖୁଆନ୍ତି। ଭଉଣୀମାନେ ଦିନ ଯାକ ଉପବାସ ରହି ଦୁର୍ଗାଙ୍କଠାରେ ଭାଇଙ୍କର ଦୀର୍ଘ ଜୀବନ କାମନା କରନ୍ତି ଏବଂ ଜିଉନ୍ତିଆ (ରାଖି) ପିନ୍ଧାନ୍ତି। ତହିଁ ଆରଦିନ ଭାଇମାନେ ଭଉଣୀମାନଙ୍କୁ ନୂଆ ଲୁଗା ପିନ୍ଧାନ୍ତି ଓ ପରେ ଶାଶୁଘରକୁ ବିଦାୟ କରନ୍ତି।]