ଭାଇ କୁମାଳ Bha̲i̱ kumāḻa

  • ଦେ. ଅ (ସବାରି ବେହେରାଙ୍କ ଡାକ) — ସବାରିର ଆଗ ବାଉଁଶର ନିକଟରେ କାନ୍ଧେଇ ଥିବା ବେହେରାଙ୍କୁ ସମ୍ବୋଧନ — A term used by palki bearers, to denote the foremost bearer