ଭସ୍ମୀଭୁତ Bhasmībhūta
- ସଂ. ବିଣ. (ଭସ୍ମ+ଅଭୁତ ଚରାବେ. ଚ୍ୱି+ଭୁତ) — ଭସ୍ମରେ ପରିଣତ; ପୋଡ଼ି ଯାଇ ପାଉଁଶ ହୋଇଥିବା — Reduced to ashes; burnt to ashes
- ସଂ. ବିଣ. (ଭସ୍ମ+ଅଭୁତ ଚରାବେ. ଚ୍ୱି+ଭୁତ) — ବିନଷ୍ଟ — Destroyed; ruined
- ସଂ. ବିଣ. (ଭସ୍ମ+ଅଭୁତ ଚରାବେ. ଚ୍ୱି+ଭୁତ) — ଉଦରାଗ୍ନିଦ୍ୱାରା ଜୀର୍ଣ୍ଣ ହୋଇଥିବା — Digested