ଭସ୍ମାସୁର Bhasmāsura

  • ଦେ. ବି — ଦୈତ୍ୟ ବିଶେଷ — Name of a demon
  • ଦେ. ବି — [ଦ୍ର—ଏ ତପସ୍ୟା କରି ମହାଦେବଙ୍କଠାରୁ ବର ପାଇଲା ଯେ, ଏ ଯାହା ମୁଣ୍ଡରେ ହାତ ଦେବ ସେ ଜଳି ପାଉଁଶ ହୋଇଯିବ। ଏହାର ସତ୍ୟତା ପରୀକ୍ଷା କରିବାପାଇଁ ଏ ପ୍ରଥମେ ମହାଦେବଙ୍କ ମୁଣ୍ଡରେ ହାତ ଦେବାପାଇଁ ତାଙ୍କ ପଛରେ ଗୋଡ଼ାଇଲା ଓ ମହାଦେବ ପଳାଇଲେ; ମହା— ଦେବଙ୍କର ଦୁଃଖ ଦେଖି ବିଷ୍ଣୁ କୁଟ କରି ନିଜ ମୁଣ୍ଡରେ ହାତ ଦେବାକୁ ଏହାକୁ କହିଲେ। ଏ ତାହା କରିବାରୁ ଭସ୍ମ ହୋଇଗଲା।]
  • ଦେ. ବି — [ଉ—ଦୁଷ୍ଟକୁ ଦ୍ୟନ୍ତି ବାଞ୍ଛାବର, ଚେତାଇ ଦେଲା ଭସ୍ମାସୁର। ଭୁପତି ପ୍ରେମପଞ୍ଜାମୃତ।]