ଭସ୍ମାବଶେଷ Bhasmābaṡesha

  • ସଂ. ବି ( 6 ଷ୍ଠୀ ତତ୍; ଭସ୍ମ+ଅବଶେଷ) — ପୋଡ଼ି ଯାଇଥିବା ପଦାର୍ଥର ଅବଶିଷ୍ଟ ରହିଥିବା ଭସ୍ମ— ରୂପ ଅଂଶ — The ashy remains of a burnt thing
  • ସଂ. ବି ( 6 ଷ୍ଠୀ ତତ୍; ଭସ୍ମ+ଅବଶେଷ) — ଭସ୍ମୀଭୁତ ଦେହ — A body turne to ashes; the ashy form of a body which has been burnt down