ଭସ୍ମସାତ୍ Bhasmasāt

  • ସଂ. ବିଣ—(ଭସ୍ମ+ ପରିଣତାର୍ଥରେ ସାତ୍) — ଭସ୍ମରେ ପରିଣତ ଭସ୍ମୀଭୁତ — Reduced to ashes
  • ସଂ. ବିଣ—(ଭସ୍ମ+ ପରିଣତାର୍ଥରେ ସାତ୍) — ଭସ୍ମାକାରରେ ପରିଣତ — Reduced to a state of ashes; oxidised