ଭସେଇ ନେବା Bhasei nebā

  • ଦେ. କ୍ରି — ସ୍ରୋତର ଦିଗରେ ଭାସମାନ ବସ୍ତୁକୁ ସ୍ଥାନାନ୍ତରକୁ ନେଇ ଯିବା — To cause a floating thing to move down with the current
  • ଦେ. କ୍ରି — (ଯଥା—ନଈବଢ଼ି କେତେ ଗାଈ ଗୋରୁଙ୍କୁ ଭସାଇ ନେଲା।)