ଭଲ୍ଲକ ଜ୍ୱର Bhallka jwara

  • ସଂ. ବି — କ୍ଷଣସ୍ଥାୟୀ କମ୍ପଜ୍ୱର; ଭାଲୁ ଜର — A shivering ague lasting for a short time
  • ସଂ. ବି — [ଦ୍ର—ଶୁକ୍ରବାର ଦିନ ଭାଲୁମାନେ କିଛି ସମୟ ଭାରି କମ୍ପି ଶୋଇ ପଡ଼ନ୍ତି ଏବଂ ଅଳ୍ପ ସମୟ ପରେ ସେ କମ୍ପ ଛାଡ଼ିଯାଏ।]