ଭଲେଇ ହେବା Bhalei hebā

  • ଦେ. କ୍ରି (ବ୍ୟଙ୍ଗ୍ୟାର୍ଥ) — ଆପେ ଦୋଷୀ ବା ମନ୍ଦ ହୋଇ ସୁଦ୍ଧା ଭଲ ବା ନିର୍ଦ୍ଦୋଷ ବୋଲି ଲୋକଙ୍କୁ ଦେଖାଇ ହେବା — (ironical) To show one's self as good or innocent, (though actually not so); to try to pass off as good or innocent