ଭଲୀ Bhalī

  • ଦେ. ବିଣ. ଫୁ ଓ ସ୍ତ୍ରୀ — ଯେ ଭଲାଇ ହୁଏ; ଯେ ଆପଣାକୁ ଉତ୍ତମ ବା ନିର୍ଦ୍ଦୋଷ ବୋଲି ସାଧାରଣରେ ପ୍ରକାଶ କରିବାକୁ ଚେଷ୍ଟା କରୁଥାଏ — Trying to pass one's self off as good or innocent, though actually bad or guilty