ଭଲୀ ସକସ୍ Bhali sakas
- ଦେ. ବିଣ—(ହି. ଭଲୀ+ଫା ସକ୍ସ=ଖୁବ୍ କ୍ଷମତା ବା ବଳ) — ଅତ୍ୟନ୍ତ କ୍ଷମତାଶାଳୀ — Very powerful
- ଦେ. ବିଣ—(ହି. ଭଲୀ+ଫା ସକ୍ସ=ଖୁବ୍ କ୍ଷମତା ବା ବଳ) — ବଡ଼ ଧୈର୍ଯ୍ୟଶୀଳ — Very patient
- ଦେ. ବିଣ—(ହି. ଭଲୀ+ଫା ସକ୍ସ=ଖୁବ୍ କ୍ଷମତା ବା ବଳ) — ଭଳୀ ସକ୍ସ୍ୱାଲା, ଭଲୀ ସକସିଆ —ଅନ୍ଯରୂପ — ଭଳୀ ସକ୍ସ୍ୱାଲା, ଭଲୀ ସକସିଆ—ଅନ୍ଯରୂପ
- ଦେ. ବିଣ—(ହି. ଭଲୀ+ଫା ସକ୍ସ=ଖୁବ୍ କ୍ଷମତା ବା ବଳ) — ଭାରି ସାହାସୀ — very bold
- ଦେ. ବିଣ—(ହି. ଭଲୀ+ଫା ସକ୍ସ=ଖୁବ୍ କ୍ଷମତା ବା ବଳ) — ଖୁବ୍ ବଳୁଆ — Very strong
- ଦେ. ବିଣ—(ହି. ଭଲୀ+ଫା ସକ୍ସ=ଖୁବ୍ କ୍ଷମତା ବା ବଳ) — ଖୁବ୍ ଧନୀ — Very rich
- ଦେ. ବିଣ—(ହି. ଭଲୀ+ଫା ସକ୍ସ=ଖୁବ୍ କ୍ଷମତା ବା ବଳ) — ଖୁବ୍ ସହନଶୀଳ — Very forbearing
- ଦେ. ବି — ଖୁବ୍ ବଳ ବା ଶକ୍ତି — A great power or strength
- ଦେ. ବି — ଖୁବ୍ ଧୈର୍ଯ୍ୟ — A large amount of patience
- ଦେ. ବି — ଖୁବ୍ ବଳୁଆ ଲୋକ — A very strong man
- ଦେ. ବି — ଖୁବ୍ ଧୈର୍ଯ୍ୟଶୀଳ ବ୍ଯକ୍ତି — A very patient person
- ଦେ. ବି — ଖୁବ୍ ଧନୀ ଲୋକ — very rich man