ଭଲା ବୁରା Bhalā burā
- ଦେ. ବିଣ (ବିପରୀତାର୍ଥ ସହଚର; ସଂ. ଭଦ୍ର ଓ ଫା. ବୁର) — ଭଲ ଓ ମନ୍ଦ — Good and bad
- ଦେ. ବି. — ଭଲ କଥା ଓ ମନ୍ଦ କଥା — Matters good and bad
- ଦେ. ବି. — ଶୁଭ ଓ ଅଶୁଭ ସଂବାଦ — Tidings good and bad
- ଦେ. ବି. — ପାରିବାରିକ ସୁଖ ଓ ଦୁଃଖ — Family maters good and bad; family matters