ଭଲ ହେବା Bhala hebā

  • ଦେ. କ୍ରି — ସୁସ୍ଥ ବା ରୋଗମୁକ୍ତ ହେବା — To be cured of a disease; to recover from an illness
  • ଦେ. କ୍ରି — (କୌଣସି ବିଷୟ) ଫଳରେ ଉତ୍ତମ ଦେଖାଯିବା — To turn out to be good
  • ଦେ. କ୍ରି — ମନୋନୀତ ହେବା — To suit one's taste; to be to one's liking