ଭଲ ଲୋକ Bhala loka
- ଦେ. ବି — ଭଦ୍ର ଲୋକ — Gentleman
- ଦେ. ବି — ସତ୍ ଲୋକ — Good or honest man
- ଦେ. ବି — ସାଲିସ୍; ପଞ୍ଚାୟତ; ଯେଉଁ ବ୍ଯକ୍ତିଙ୍କୁ ବା ବ୍ଯକ୍ତିମାନଙ୍କୁ ବିବାଦକାରୀ ଉଭୟପକ୍ଷ ବିବାଦର ଆପୋସି ନିଷ୍ପତ୍ତି ପାଇଁ ମଧ୍ୟସ୍ଥ ମାନି ଥାଆନ୍ତି — An umpire; an arbitrator
- ଦେ. ବି — ବିବାହରେ ମଧ୍ୟସ୍ଥ — A go-between in a marriage; marriage broker
- ଦେ. ବି — ସମ୍ପତ୍ତି ଖରିଦବିକ୍ରିରେ ମଧ୍ୟସ୍ଥ — A negotiator in a sale; broker