ଭଲ ଲାଗିବା Bhala lāgibā
- ଦେ. କ୍ରି — ତୃପ୍ତିକର ବୋଧ ହେବା — To seem pleasant
- ଦେ. କ୍ରି — (ଯଥା—ଶୀତ ଦିନ ମୋତେ ଭଲ ଲାଗେ।)
- ଦେ. କ୍ରି — ମନକୁ ପାଇବା; ମନୋନୀତ ହେବା — To suit one's mind
- ଦେ. କ୍ରି — (ଯଥା—ତା ପ୍ରସ୍ତାବଟି ମୋତେ ଭଲ ଲାଗିଲା)
- ଦେ. କ୍ରି — (ଶରୀର) ସୁସ୍ଥ ବୋଧ ହେବା — To seem healthy; to feel well
- ଦେ. କ୍ରି — (ଯଥା—ମୋ ଦିହ ଆଜି ଭଲ ଲାଗୁ ନାହିଁ)
- ଦେ. ବି — ତୃପ୍ତି ବୋଧ — A feeling of satisfaction or contentment
- ଦେ. ବି — (ଯଥା— ଏଠାରେ ରହିବାକୁ ମୋତେ ଭଲ ଲାଗେ।)
- ଦେ. ବି — (ଦେହର) ସୁସ୍ଥତା ବୋଧ — Feeling well
- ଦେ. ବି — (ଯଥା—ଦିହରୁ ତବତି ଓହ୍ଲାଇ ଯିବାରୁ ମୋତେ ଭଲ ଲାଗୁଛି)