ଭର୍ତ୍ସନ Bhartsana
- ସଂ. ବି (ଭର୍ତ୍ସ ଧାତୁ+ଭାବ. ଅନ; +ଆ) — ଗାଳିଦେବା — Rebuking; scolding
- ସଂ. ବି (ଭର୍ତ୍ସ ଧାତୁ+ଭାବ. ଅନ; +ଆ) — ତିରସ୍କାର; ଗାଳି — Abuse; evil names
- ସଂ. ବି (ଭର୍ତ୍ସ ଧାତୁ+ଭାବ. ଅନ; +ଆ) — କୁତ୍ସା — Slander; blasphemy
- ସଂ. ବି (ଭର୍ତ୍ସ ଧାତୁ+ଭାବ. ଅନ; +ଆ) — ତର୍ଜନ; ଧମକ — Threat; menace